Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଡାକ୍ତରଖାନା ପାଇଁ ଧାରଣାରେ ବସିଲେ ରବି ନନ୍ଦ, ଆତ୍ମାହୃତି ପାଇଁ ତାରାଙ୍କ ଧମକ

8/08/2018 at 8:47 PM

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁରକୁ ସ୍ଥାନାନ୍ତର ନେଇ କୋରାପୁଟ ରାଜନୀତି ଏବେ ସରଗରମ।କୋରାପୁଟ ବିଧାୟକଙ୍କୁ କାଉଣ୍ଟର କରିବାକୁ ଆଜିଠାରୁ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଲେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ।ତୁରନ୍ତ ଜୟପୁରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟକାରୀ ନହେଲେ ଆନ୍ଦୋଳନକୁ ଆହୁରୀ ଜୋରଦାର କରିବେ ବୋଲି ସେ କହିଛନ୍ତି।ସେପଟେ ନିଜ ଦଳର କୋରାପୁଟ ବିଧାୟକ କୃଷ୍ନଙ୍କ ଆକ୍ଟିଭିଟିକୁ ନେଇ ଜୟପୁର ବିଧାୟକ ତାରା ପୁରା ଖପ୍ପା।ଉଭୟ ବିଧାୟକ ଅଯଥା ରାଜନୀତି କରୁଥିବା ସେ କହିଛନ୍ତି।ଏପରିକି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅବମାନନା କରି ପ୍ରଶାସନ ଡାକ୍ତରଖାନା ସ୍ଥାନାନ୍ତର ବିଳମ୍ବ କଲେ ସେ ଆତ୍ମାହୃତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

   Related Posts