Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

ଡକାୟତି ଗ୍ୟାଙ୍ଗ ଗିରଫ

4/08/2018 at 2:08 AM

ରାୟଗଡ଼। ଜିଲ୍ଲା ପୁଲିସକୁ ବହୁତ ବଡ଼ ସଫଳତା ହାସଲ ହୋଇଛି । ବିଭିନ୍ନ ବ୍ୟାଙ୍କ ଡକାୟତରେ ସାମିଲ ଥିବା ଗୋଟିଏ ଡକାୟତ ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି । 16 ଜଣ ଡକାୟତଙ୍କୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଛି । ଏସପି ରାହୁଲ ପି.ଆର ଆଜି ଏକ ପ୍ରେସ ବିବୃତି ରଖି ସୂଚନା ଦେଇଛନ୍ତି । ଡକାୟତଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ବିଭିନ୍ନ ମାରଣାସ୍ତ୍ର ଓ ଗୋଟିଏ ବୋଲରୋ, 7ଟି ମୋଟରସାଇକେଲ, 9ଟି ମୋବାଇଲ, 20ଗ୍ରାମ ସୂନା ଜବତ କରିଛି । ଏହି ଡକାୟତମାନଙ୍କ ନାମରେ ରାୟଗଡ଼।, ଚାନ୍ଦିଲି, ଟିକିରି, କାଶୀପୁର ଥାନାରେ ବହୁ ମାମଲା ରହିଛି । ଏମାନେ ଗତମାସ ଜୁଲାଇ 15 ତାରିଖରେ ସୁଙ୍ଗେର ଠାରେ ଥିବା ଏସବିଆଇ ଶାଖା ବ୍ରାଞ୍ଚ ଓ ଜୁଲାଇ 17 ରେ କୋଲନରା ବ୍ଲକ ଗାଡ଼ିଶେଷଖାଲ ଠାରେ ଥିବା ଏସବିଆଇର ଶାଖା ବ୍ରାଞ୍ଚରେ ଡକାୟତି ଉଦ୍ୟମ କରିଥିଲେ । କିନ୍ତୁ ଡକାୟତିମାନେ ଏଥିରେ ସଫଳ ହୋଇନଥିଲେ । ହଲେ ଗତକାଲି ରାତିରେ ଟିକିରି ନିକଟରେ ଡକାୟତି ଯୋଜନା କରୁଥିବା ବଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଗିରଫ କରିଥିଲା ।

   Related Posts