ରାଜଧାନୀରେ ପୁଣି ଭାଇରାଲ ଭିଡିଓ। ଟୁଇନ ସିଟି ବସରେ ଯୁବତୀଙ୍କୁ ଅସଦାଚରଣ। ଅସଦାଚରଣ କରିଥିବା ଯୁବକଙ୍କୁ ସମ୍ପୃକ୍ତ ଯୁବତୀଙ୍କ ଚପଲ ମାଡ। ଅାଜି ଏଭଳି ଏକ ଘଟଣାର ଭିଡିଓ ସୋସିଅାଲ ମିଡିଅାରେ ପୁଣି ଭାଇରାଲ ହୋଇଛି।

LEAVE A REPLY

Please enter your comment!
Please enter your name here