Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଫାଇନାଲ ଫାଇଟ : ମୁହାଁମୁହିଁ ହେବେ ଦୁଇ ହେବିଓ୍ୱେଟ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ

14/11/2021 at 8:33 AM

ଦୁବାଇ ୧୪/୧୧: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍‌ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ । ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏହି ହାଇଭୋଲ୍ଟେଜ ଲଢ଼େଇରେ ସାମ୍ନାସାମ୍ନି ହେବେ । ଉଭୟ ଦଳ ପାଇଁ ପ୍ରଥମ ଟାଇଟଲ ସୁଯୋଗ ରହିଛି । ଖେଳାଳିମାନେ ସମୟ ଅପଚୟ ନକରି ଜୋରଦାର ପ୍ରସ୍ତୁତି କରିଛନ୍ତି । ଏଥର ନୂଆ ବିଶ୍ୱ ବିଜେତା ମିଳିବା ନିଶ୍ଚିତ । ତେଣୁ ଉଭୟ ଦଳଠୁ ଆରମ୍ଭ କରି କ୍ରିକେଟପ୍ରେମୀମାନେ ଉତ୍ସୁକତାର ସହ ଏହି ମହାମୁକାବିଲାକୁ ଅପେକ୍ଷା କରି ରହିଛନ୍ତି ।

ଆଜିର ମ୍ୟାଚ୍ ଏକ କଡ଼ା ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବା ଆଶା କରାଯାଉଛି । ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲ୍‌ରେ ଟାଇଟଲ୍‌ ଦାବିଦାର ଭାବେ ଗଣା ଯାଉଥିବା ଦୁଇ ଦଳ ଯଥାକ୍ରମେ ପାକିସ୍ତାନ ଓ ଇଂଲଣ୍ଡକୁ ପରାଜିତ କରିଥିଲେ । ଉଭୟ ଦଳ ୫ ୱିକେଟ୍‌ରେ ବିଜୟ ହାସଲ କରିଥିଲେ । ତେଣୁ ଫାଇନାଲ ମ୍ୟାଚ୍‌ରେ କୌଣସି ଦଳକୁ ବିଜୟ ଦାବିଦାର ବିବେଚିତ କରିବା ମୁସ୍କିଲ ହେବ ।

   Related Posts