Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଟିମ୍ ଇଣ୍ଡିଆ ବୋଲରଙ୍କ ଆଗରେ ଧରାଶାୟୀ ହେଲା ୱେଷ୍ଟଇଣ୍ଡିଜ୍, ଭାରତ ଆଗରେ ୯୬ ରନର ବିଜୟ ଲକ୍ଷ

3/08/2019 at 9:18 PM

ଲଡରହିଲ: ଆମେରିକା ଫ୍ଲୋରିଡାର ଲଡର ହିଲରେ ଖେଳାଯାଉଛି ଭାରତ-ୱେଷ୍ଟଇଣ୍ଡିଜ ଟି-୨- ସିରିଜର ପ୍ରଥମ ମ୍ୟାଚ୍। ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି ଟସ୍ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ବୋଲରମାନେ ୱେଷ୍ଟଇଣ୍ଡିଜକୁ ଧୂଳିଚଟେଇଥିବା ଦେଖାଯାଇଛି। ଆରମ୍ଭରୁ ହିଁ ଦୋହଲି ଯାଇଥିଲେ କାରବିୟ ଖେଳାଳି। ଟିମ୍ ର ସ୍କୋର ୩୩ ହୋଇଥିବା ବେଳେ ଅଧାରୁ ଅଧିକ ଖେଳାଳି ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଯାଇଥିଲେ।

ତେବେ ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୯ଟି ୱିକେଟ୍ ବିନିମୟରେ କରିଛି ୯୫ ରନ୍। ଏଥିରେ ଟିମର କାୟରନ ପୋଲାର୍ଡ ସର୍ବାଧିକ ସର୍ବାଧିକ ୪୯ ରନ କରିଥିବା ବେଳେ ଭାରତୀୟ ବୋଲର ନବଦୀପ ସୈନିଙ୍କୁ ୩ ଓ ଭୁବନେଶ୍ୱର କୁମାରଙ୍କୁ ୨ଟି ୱିକେଟ୍ ମିଳିଛି। ଖଲିଲ ଅହମ୍ମଦ, କୁନାଲ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଓ ସୁନ୍ଦରଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି। ୯୬ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ।

   Related Posts