ଟିଟୋ ଲିଙ୍କରେ ରେଡ଼
25/07/2018 at 3:14 PM

ଗ୍ୟାଙ୍ଗଷ୍ଟାର ଟିଟୋ ଲିଙ୍କ୍ ରେ ଆଜି କେନ୍ଦ୍ରାପଡା ର ବିଭିନ୍ନ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢାଉ କରିଛି l ଏକ ସମୟରେ ଭିଜିଲାନ୍ସ ଟିମ କେନ୍ଦ୍ରାପଡା ଆରଟିଓ କାର୍ଯ୍ୟାଳୟ, ଡେରାବିଶ ତହସିଲ୍ କାର୍ଯ୍ୟାଳୟ, କେନ୍ଦ୍ରାପଡା ମୁନ୍ସିପାଲଟି , ଗରଦପୁର ତହସିଲ୍, ଯୋଗାଣ ବିଭାଗ ପ୍ରବୃତ୍ତି କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି. ଚଢାଉ ବେଳେ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇଛି. ।
Related Posts
ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ବାପା ମୃତ, ଝିଅ ଗୁରୁତର
20 January 2021
ନାମୀଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ
20 January 2021