Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି କରୁଥିଲେ ୨ ସିକ୍ୟୁରିଟି ଗାର୍ଡ, ଧରିଦେଲେ ଗାଁ ଲୋକେ
  • ||
  • ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଟିଟଲାଗଡ଼ରେ ଗଣେଶ ପୂଜା ଭସାଣୀ ବେଳେ ଗଣ୍ଡଗୋଳ, ଛୁରାମାଡ଼ରେ ଜଣେ ମୃତ

23/09/2018 at 3:14 AM

ଟିଟଲାଗଡ଼ରେ ଗଣେଶ ପୂଜା ଭସାଣୀ ବେଳେ ଗଣ୍ଡଗୋଳ, ଛୁରାମାଡ଼ରେ ଜଣେ ମୃତ । ମୃତ ଯୁବକ ଆଦିବାସୀ ପଡ଼ାର ବଳରାମ ହାତୀ । ଅନ୍ୟ ଜଣେ ଯୁବକ ରୋହିତ ବାଗଙ୍କ ୨ଟି ଗୋଡ଼ରେ ମଧ୍ୟ ଛୁରା ମାଡ଼ ହୋଇଛି । ତାଙ୍କୁ ଟିଟଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭସାଣୀ ବେଳେ ୨ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା । ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଥାନା ଆଗରେ ମୃତଦେହ ରଖି ଲୋକେ ହୋହଲ୍ଲା ଚଳାଇଛନ୍ତି ।

   Related Posts