Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଟନେଲ ଭିତରେ ୭ ଘଣ୍ଟା ଯାଏଁ ଜୀବନ ସହ ସଂଗ୍ରାମ କରିଥିବା କଟକର ପ୍ରାଣକୃଷ୍ଣ ମୁଦୁଲି ଏବେ ବିପଦମୁକ୍ତ

18/05/2018 at 10:36 PM

ଟନେଲ ଭିତରେ ୭ ଘଣ୍ଟା ଯାଏଁ ଜୀବନ ସହ ସଂଗ୍ରାମ କରିଥିବା କଟକର ପ୍ରାଣକୃଷ୍ଣ ମୁଦୁଲି ଏବେ ବିପଦମୁକ୍ତ, କଟକ ବଡ ମେଡିକାଲରେ ସେ ଏବେ ଚିକିତ୍ସାଧୀନ, କିନ୍ତୁ ପ୍ରଶ୍ନ ହେଲା ଏତେବଡ ଅଘଟଣ ଘଟିଲା କିପରି, କାହାର ଅବହେଳା କାରଣରୁ ଏସବୁକିଛି ଘଟିଥିଲା, ତେବେ ସେ ନେଇ ଯେଉଁ ତଥ୍ୟ ନ୍ୟୁଜ୍ ସେଭେନ ହାତରେ ଲାଗିଛି ତାହା ବେଶ୍ ଚାଞ୍ଚଲ୍ୟକର। କିନ୍ତୁ ସେହି ସାଂଘାତିକ ସତ ସରକାରୀ ତଦନ୍ତ ବେଳେ ସ୍ଥାନ ପାଇବତ, କାରଣ ସମସ୍ତ ଘଟଣାର ବିଭାଗୀୟ ତଦନ୍ତ ହେବ ବୋଲି କହିଛନ୍ତି କଟକ ମେୟର, ସେପଟେ କିନ୍ତୁ ପ୍ରଣକୃଷ୍ଣଙ୍କ ପରିବାର ସିଧାଶଳଖ ଅଭିଯୋଗ କରିଛନ୍ତିକି, ପ୍ରାଣକୃଷ୍ଣ ଅସୁସ୍ଥ ଥାଇବି ତାଙ୍କୁ କାମରେ ଲଗାଯାଇଥିଲା, ଏବଂ ଦୁର୍ଘଟଣା ଘଟିବା ପରେ କେହି ଜଣେବି ହେଲେ , ତାଙ୍କ ପରିବାରକୁ ଶଙ୍ଖଳିବାକୁ ଆସିନାହାଁନ୍ତି।

Leave a Reply

   Related Posts