ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଟନେଲ ପାଣିରେ ୪ ଶବ, ଉଦ୍ଧାରକାର୍ଯ୍ୟ ୫ ଦିନରେ

13/06/2018 at 11:01 PM

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଟନେଲ ପାଣିରେ ଭାସୁଛି ୪ ଶବ। ହଲେ ଉଦ୍ଧାର ହୋଇପାରୁନାହିଁ । ରାଜ୍ୟ ସରକାରଙ୍କ ୪ ଉଦ୍ଧାରକାର୍ଯ୍ୟ ଦଳ କୁ ଷ୍ଟିଲ ପ୍ଲାଂଟ ସହଯୋଗ ନ କରିବାରୁ ଗତ ଶନିବାର ଦିନ ଗୋଟିଏ ମୃତ ଦେହ ଉଦ୍ଧାର କରି ଉଦ୍ଧାରକାର୍ଯ୍ୟରୁ ଓହରି ଗଲା ରାଜ୍ୟ ସରକାର ଙ୍କ ୪ ଉଦ୍ଧାରକାରୀ ଦଳ ହଲେ ଏହା ଭିତରେ ବିତିଗଲାଣୀ ୫ଦିନ ଉଦ୍ଧାର ହୋଇପାରୁନାହିଁ । ଅନ୍ୟ ପକ୍ଷରେ ୪ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ମୁହଁ ଖୋଲିନାହାନ୍ତି । ଅଭିଯୋଗ ଆସୁଛି ଯେ ସ୍କାଫ ମାଫିଆଙ୍କ ଚାପରେ ମୃତ ପରିବାର ଲୋକେ ଚୁପ୍ ।

   Related Posts