Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଝାରସୁଗୁଡା ସହରାଞ୍ଚଳରେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

12/07/2018 at 10:58 PM

ଝାରସୁଗୁଡା ସହରାଞ୍ଚଳରେ ପୁଣି ଏକ ଦୁଷ୍କର୍ମ ଅଭିଯୋଗ ସାମନାକୁ ଆସିଛି |ତାହାପୁଣି ଜଣେ ମାନସିକ ଭିନ୍ନକ୍ଷମ ନାବାଳିକା ନିଜ ପଡୋଶୀ ଏବଂ 58 ବର୍ଷ ବୟସ୍କ ବ୍ରୁଦ୍ଧ ନାଁରେ ଆଣିଛି। ଏଭଳି ସଙ୍ଗୀନ ଅଭିଯୋଗ |ବେହେରାମାଳ ଅଞ୍ଚଳରେ ରହୁତିବା ଜଣେ 58 ବର୍ଷ ବୟସ୍କ ବ୍ରୁଦ୍ଧ ଲୋଚନ ପଟେଲ ଗତ ସଂଧ୍ୟାରେ ନିଜ ଘରେ କେହି ନଥିବା ବେଳେ ପଡୋଶୀ ଘରର 13 ବର୍ଷୀୟ ନାବାଳିକାକୁ ନିଜ ଘରକୁ ଡାକି କବାଟ ବନ୍ଦ କରି ଦେଇଥିଲା |ଦୀର୍ଘ ସମୟ ପର୍ଯ୍ୟନ୍ତ୍ ଝିଅ ଘରକୁ ନଫେରିବାରୁ ତା ମା ପଡୋଶୀ ଘରକୁ ଖୋଜିଥିଲା |ମାକୁ ଦେଖି ଝିଅତି କାନ୍ଦିକାନ୍ଦି ସମସ୍ତ କଥା କହିବା ସହ ସେ ଦୁଷ୍କର୍ମର
ଶିକାର ହୋଇଥିବା କହିଥିଲା |ଏହି କଥା ଶୁଣିବା ପରେ ପିଡୀତା ପରିବାର ପକ୍ଷରୁ ଝାରସୁଗୁଡା ଥାନାରେ ଏତଲା ଦେଇଥିଲେ |ପୋଲିସ ଏତଲା ପାଇବା ପରେ ତୁରନ୍ତ ଅଭିଯୁକ୍ତକୁ ଖୋଜି ନିଜ ହେପାଜତକୁ ଆଣି ପଚରା ଉଚୁରା କରିଥିଲେ |ଆଜି ଉଭୟ ଅଭିଯୁକ୍ତ ଓ ପିଡୀତା ନାବାଳିକାକୁ ଡାକ୍ତରୀମାଇନା ପାଇଁ ପଠାଇବା ସହ ଅଭିଯୁକ୍ତ ବ୍ରୁଦ୍ଧକୁ ଗିରଫ କରିଛି|

   Related Posts