ଝାରସୁଗୁଡା ଜିଲ୍ଲାରେ ପୋଖରୀ ଖୋଳା ନାଁ କୋଟି କୋଟି ଟଙ୍କା ହରିଲୁଟ
7/06/2018 at 9:31 PM

ଝାରସୁଗୁଡା ଜିଲ୍ଲାରେ ପୋଖରୀ ଖୋଳା ନାଁ ରେ ଚାଲିଛି କୋଟି କୋଟି ଟଙ୍କା ହରିଲୁଟ |ଏଥିସହ ପ୍ରଶାସନ ସହ ସଲାସୁତୁରା କରି ଜଳଚର ଜମିକୁ ନିଜ ନାଁରେ କରିନେଇଛନ୍ତି ଜମି ମାଫିଆ|ଏହାକୁ ନେଇ ନ୍ୟୁଜ7 ର ଖୋଳତାଡ ପରେ ଜଣାପଡିଛି ପ୍ରକୃତ ତଥ୍ୟ |ଆସନ୍ତୁ ଦେଖିବା ଘଟଣା ସଂପର୍କିତ ବିସ୍ତୃତ ଖବର |—-
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021