Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଝାରସୁଗୁଡା ଜିଲ୍ଲାରେ ପୋଖରୀ ଖୋଳା ନାଁ କୋଟି କୋଟି ଟଙ୍କା ହରିଲୁଟ

7/06/2018 at 9:31 PM

ଝାରସୁଗୁଡା ଜିଲ୍ଲାରେ ପୋଖରୀ ଖୋଳା ନାଁ ରେ ଚାଲିଛି କୋଟି କୋଟି ଟଙ୍କା ହରିଲୁଟ |ଏଥିସହ ପ୍ରଶାସନ ସହ ସଲାସୁତୁରା କରି ଜଳଚର ଜମିକୁ ନିଜ ନାଁରେ କରିନେଇଛନ୍ତି ଜମି ମାଫିଆ|ଏହାକୁ ନେଇ ନ୍ୟୁଜ7 ର ଖୋଳତାଡ ପରେ ଜଣାପଡିଛି ପ୍ରକୃତ ତଥ୍ୟ |ଆସନ୍ତୁ ଦେଖିବା ଘଟଣା ସଂପର୍କିତ ବିସ୍ତୃତ ଖବର |—-

Leave a Reply

   Related Posts