Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଝାରସୁଗୁଡ଼ା ରେଲଓ୍ୱେ ଷ୍ଟେସନ ନିକଟ ମୁମ୍ୱାଇ-ହାଓ୍ୱାଡ଼ା ଅଫ ଲାଇନ୍ ଟ୍ରାକରୁ ଦୁଇ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର

28/06/2018 at 10:31 PM

ଦୁଇ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର। ଝାରସୁଗୁଡା ଷ୍ଟେସନରୁ ଅଧା କିଲୋମିଟର ଦୂରରୁ ମିଳିଲା ମୃତଦେହ। ମୁମ୍ବାଇ ହାଇୱା ରେଳ ଲାଇନ ମଝିରେ ପଡି ରହିଛି ମୃତଦେହ। ଚଳନ୍ତା ଟ୍ରେନରୁ ଶିଶୁଟି ଖସି ପଡିଥିବା ସନ୍ଦେହ। ଘଟଣାସ୍ଥଳରେ ଝାରସୁଗୁଡା ଜିଆର୍ପିର ତଦନ୍ତ ଜାରି ରହିଛି।

   Related Posts