ଜୟପୁର ସଦର ପୋଲିସ ଦ୍ଵାରା ୨ ନକଲି ନକ୍ସଲ ଗିରଫ
7/07/2018 at 11:42 PM

ଜୟପୁର ସଦର ପୋଲିସ ଦ୍ଵାରା ୨ ନକଲି ନକ୍ସଲ ଗିରଫ।ଏମାନେ ହେଲେ ସନ୍ତୋଷ କୁମାର ସ୍ବାଇଁ ଓ ଅମିର କୁମାର ଵେହେରା।ସନ୍ତୋଷ ଫାମ୍ପୁଣୀ ଇଂଜିନିୟରିଂ କଲେଜରେ ଅଧ୍ୟାପକ ଭାଵରେ କାମ କରୁଥିବା ବେଳେ ଅମୀର ଫାମ୍ପୁଣୀ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ମେସଂଜର ଭାଵେ କାର୍ଯ୍ୟରତ।ଫାମ୍ପୁଣୀ ସ୍ଥିତ ଆଇ.ଇ.ଏମ ଇଂଜିନିୟରିଂ କଲେଜର ଗଭର୍ନିଂ ଵୋର୍ଡ ସଦସ୍ୟ ସିମାଂଚଳ ନାୟକଙ୍କୁ ନକ୍ସଲ ପରିଚୟ ଦେଇ ଏମାନେ ୧୦ ଲକ୍ଷ ଦାଵୀ କରୁଥିଲେ।ଏମାନଙ୍କ ଠାରୁ ପୋଲିସ ଗୋଟିଏ ବାଇକ ସହ ଗୋଟିଏ ମୋଵାଇଲ ଓ ଗୋଟିଏ ସିମ ଜବତ କରିଛି।