Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

ଜୟପୁର ସଦର ପୋଲିସ ଦ୍ଵାରା ୨ ନକଲି ନକ୍ସଲ ଗିରଫ

7/07/2018 at 11:42 PM

ଜୟପୁର ସଦର ପୋଲିସ ଦ୍ଵାରା ୨ ନକଲି ନକ୍ସଲ ଗିରଫ।ଏମାନେ ହେଲେ ସନ୍ତୋଷ କୁମାର ସ୍ବାଇଁ ଓ ଅମିର କୁମାର ଵେହେରା।ସନ୍ତୋଷ ଫାମ୍ପୁଣୀ ଇଂଜିନିୟରିଂ କଲେଜରେ ଅଧ୍ୟାପକ ଭାଵରେ କାମ କରୁଥିବା ବେଳେ ଅମୀର ଫାମ୍ପୁଣୀ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ମେସଂଜର ଭାଵେ କାର୍ଯ୍ୟରତ।ଫାମ୍ପୁଣୀ ସ୍ଥିତ ଆଇ.ଇ.ଏମ ଇଂଜିନିୟରିଂ କଲେଜର ଗଭର୍ନିଂ ଵୋର୍ଡ ସଦସ୍ୟ ସିମାଂଚଳ ନାୟକଙ୍କୁ ନକ୍ସଲ ପରିଚୟ ଦେଇ ଏମାନେ ୧୦ ଲକ୍ଷ ଦାଵୀ କରୁଥିଲେ।ଏମାନଙ୍କ ଠାରୁ ପୋଲିସ ଗୋଟିଏ ବାଇକ ସହ ଗୋଟିଏ ମୋଵାଇଲ ଓ ଗୋଟିଏ ସିମ ଜବତ କରିଛି।

   Related Posts