ଜୟପୁର ରାଣୀଗୁଡ଼ା ପଥର କ୍ୱାରୀରେ ୩ ଦିନ ପରେ ବି ଉଦ୍ଧାର ହୋଇପାରିନାହିଁ ଘନଶ୍ୟାମ ଗୁରଙ୍କ ମୃତଦେହ
12/06/2018 at 10:46 PM

କେମିତି ଚାଲିଛି ଡିଡି ବିଲ୍ଡର ର କଳା ସାମ୍ରାଜ୍ୟ। ଅନୁମତି ଠାରୁ ଆରମ୍ଭ କରି କଭର ଅପ୍ ଯାଏଁ ସବୁଠି ରହିଛି ପାୱାର ଫୁଲ ଲିଙ୍କ।ବାହୁ ବଳ ଠାରୁ ଆରମ୍ଭ କରି ଅର୍ଥର ଲୋଭ ଦେଖାଇ ଏହି କଂପାନୀ ନିଜ କଳା ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ନ୍ୟୁଜ୭ ଷ୍ଟିଂଗରେ ସବୁ ସତ ପଦାକୁ ଆସି ଯାଇଛି।ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କଂପାନୀ ଓ ଜୟପୁର ତହସିଲଦାରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜୋର ଧରିଛି।ସେପଟେ ଅଘଟଣକୁ ଆଜି ୧୩ ଦିନ ବିତିଥିଲେ ବି କାହାରିକୁ ଉଦ୍ଧାର କରି ପାରିଲାନି ଉଦ୍ଧାରକାରୀ ଦଳ।
Related Posts
ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ପୋଡି ପାଉଁଶ ସବୁକିଛି
26 February 2021