Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଜୟପୁର ରାଣୀଗୁଡ଼ା ପଥର କ୍ୱାରୀରେ ୩ ଦିନ ପରେ ବି ଉଦ୍ଧାର ହୋଇପାରିନାହିଁ ଘନଶ୍ୟାମ ଗୁରଙ୍କ ମୃତଦେହ

12/06/2018 at 10:46 PM

କେମିତି ଚାଲିଛି ଡିଡି ବିଲ୍ଡର ର କଳା ସାମ୍ରାଜ୍ୟ। ଅନୁମତି ଠାରୁ ଆରମ୍ଭ କରି କଭର ଅପ୍ ଯାଏଁ ସବୁଠି ରହିଛି ପାୱାର ଫୁଲ ଲିଙ୍କ।ବାହୁ ବଳ ଠାରୁ ଆରମ୍ଭ କରି ଅର୍ଥର ଲୋଭ ଦେଖାଇ ଏହି କଂପାନୀ ନିଜ କଳା ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ନ୍ୟୁଜ୭ ଷ୍ଟିଂଗରେ ସବୁ ସତ ପଦାକୁ ଆସି ଯାଇଛି।ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କଂପାନୀ ଓ ଜୟପୁର ତହସିଲଦାରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜୋର ଧରିଛି।ସେପଟେ ଅଘଟଣକୁ ଆଜି ୧୩ ଦିନ ବିତିଥିଲେ ବି କାହାରିକୁ ଉଦ୍ଧାର କରି ପାରିଲାନି ଉଦ୍ଧାରକାରୀ ଦଳ।

   Related Posts