ଜୟପୁର ବୋରିଗୁମ୍ମା ତାରଗାଁରେ ଅଘଟଣ
20/08/2018 at 4:36 AM
ଜୟପୁର ବୋରିଗୁମ୍ମା ତାରଗାଁରେ ଅଘଟଣ । ନିଆଁ ଲାଗି ୬ ବର୍ଷର ଶିଶୁ କନ୍ୟା ଜୀବନ୍ତ ଦଗ୍ଧ । ନିଆଁରେ ପୋଡି ମା ଓ ପୁଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବୋରିଗୁମ୍ମା ଏବଂ ପରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ୬ରୁ ୭ ମାସର ଶିଶୁ ପୁତ୍ର ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି ।