Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଜୟପୁର ବିଲ୍ଟ ପେପର ମିଲରେ ପୁଣି ଥରେ କର୍ମଚାରୀ ଆଶାନ୍ତି

18/06/2018 at 9:06 PM

ଜୟପୁର ବିଲ୍ଟ ପେପର ମିଲରେ ପୁଣି ଥରେ କର୍ମଚାରୀ ଆଶାନ୍ତି। ଆର୍ଥିକ ସଂକଟରୁ ବର୍ଷେ ଧରି ବନ୍ଦ ପଡିଥିବା ଏହି ପେପର ମିଲ ପୁନଃ କାର୍ଯ୍ୟକ୍ଷମ ହେବାର ୬ ମାସ ନପୁରୁଣୁ ପୁଣି ଥରେ କମ୍ପାନୀ କତ୍ତୃପକ୍ଷଙ୍କ କର୍ମଚାରୀ ମାରଣ ନୀତିକୁ ନେଇ ତାତିଛନ୍ତି କର୍ମଚାରୀ। ୭ଦଫା ଦାବୀ ନେଇ କର୍ମଚାରୀ ମାନେ ୩୩ ଦିନ ହେଲା ଧାରଣାରେ ବସିଥିବା ବେଳେ କମ୍ପାନୀ କତ୍ତୃପକ୍ଷ ଆଲୋଚନା କରିବାକୁ ଆସୁନଥିବା ଅଭିଯୋଗ ହେଉଛି। ସେପଟେ ଏହି ଧାରଣାକୁ ନେଇ ଦୁଇ ସପକ୍ଷବାଦୀ ଓ ବିପକ୍ଷବାଦୀ କର୍ମଚାରୀ ଗୋଷ୍ଠୀ ମଧ୍ୟରେ ମାରପିଟ ହେବା ସହ କଥା ଥାନାରେ ପହଞ୍ଚିଛି।

   Related Posts