Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଜୟପୁର ବିଲ୍ଟ ପେପର ମିଲରେ କର୍ମଚାରୀ ଅଶାନ୍ତି, ଅନଶନରେ ବସିଲେ ବିଲ୍ଟ କର୍ମଚାରୀ

10/07/2018 at 11:05 PM

ଜୟପୁର ବିଲ୍ଟ ପେପର ମିଲରେ କର୍ମଚାରୀ ଅଶାନ୍ତି ଧୀରେ ଧୀରେ ତିବ୍ର ହେଉଛି।ବିଭିନ୍ନ ଦାବୀରେ ୫୫ ଦିନ ହେଲା କର୍ମଚାରୀ ମାନେ ଧାରଣାରେ ବସିଲେ।ତଥାପି କଂପାନୀ କତ୍ତୃପକ୍ଷ ଦାବୀ ପୂରଣ କରିବା ତ ଦୂରର କଥା ଧାରଣାରତ କର୍ମଚାରୀଙ୍କ ସହ ଆଲୋଚନା କଲେନି।ଫଳରେ ବାଧ୍ୟ ହୋଇ କର୍ମଚାରୀ ମାନେ ଆଜି ଠାରୁ ଆମରଣ ଅନଶନରେ ବସିଛନ୍ତି।ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି କର୍ମଚାରୀ ମାନେ କହିଥିବା ବେଳେ ମାମଲା ଏକ ଶ୍ରମ କାର୍ଯ୍ୟାୟରେ ପହଁଚିଛି।

   Related Posts