ଜୟପୁର ଧନପୁଞ୍ଜି ନିକଟରେ ଗୁଳିକାଣ୍ଡ
4/07/2018 at 12:29 AM

ଜୟପୁର ଧନପୁଞ୍ଜି ନିକଟରେ ଗୁଳିକାଣ୍ଡ। ଦୁର୍ବୁତର ଗୁଳିରେ ଜଣେ ମୃତ, ଅନ୍ୟ ଜଣେ ଆହତ। ମୃତକ ଜଣକ ହେଲେ ପି. ଇଶ୍ୱର ରାଓ ଓ ଆହତଙ୍କ ନାଁ ଦେବାନନ୍ଦ ବାଗ୍ । ଦେବାନନ୍ଦଙ୍କୁ କୋରାପୁଚ ମେଡିକାଲରେ ଭର୍ତ୍ତି କରାଯାଇଛି।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021