Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଜୟପୁର ଆମ୍ବଗୁଡା ସ୍ଥିତ ସରକାରୀ ଆଇ ଟି ଆଇ କଲେଜ ରେ ଛାତ୍ର ଅଶ୍ୟାନ୍ତି

6/07/2018 at 12:10 AM

ଜୟପୁର ଆମ୍ବଗୁଡା ସ୍ଥିତ ସରକାରୀ ଆଇ ଟି ଆଇ କଲେଜ ରେ ଛାତ୍ର ଅଶ୍ୟାନ୍ତି । କଲେଜରେ dtet ପକ୍ଷରୁ ପରୀକ୍ଷାକୁ online କରାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ଛାତ୍ର ଛାତ୍ରୀ । ସମସ୍ତ ବେସରକାରୀ କଲେଜରେ off line ପରୀକ୍ଷା ହେଉଥିବା ବେଳେ ଆମ୍ବଗୁଡା କଲେଜରେ online ପରୀକ୍ଷାକୁ ବିରୋଧ କରି ଛାତ୍ର ଛାତ୍ରୀ କଲେଜ ସ୍ନମୁଖ ରେ ବିରୋଧ ପ୍ରଦର୍ଶନ କରିଛନ୍ତି ।ଏଵଂ ଦରକାର ପଡ଼ିଲେ ରାଜରାସ୍ତା କୁ ଅବରୋଧ କରିବା ଧମକ ଦେଇଛନ୍ତି ।

   Related Posts