Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଜ୍ୟାକ୍ ଲଗାଇ ମାଟିତଳୁ ୪ ଫୁଟ ଉପରକୁ ଉଠିଲା ଘର

16/05/2018 at 10:47 PM

ଜ୍ୟାକ୍ ଲଗାଇ ମାଟିତଳୁ ୪ ଫୁଟ ଉପରକୁ ଉଠିଲା ଘର । ପାଶ୍ଚାତ୍ୟ କାରିଗରୀ ଦେଖାଇଲେ ବିହାରର ଶ୍ରମିକ। ଏହା ହେଉଛି ଭୁବନେଶ୍ୱର ଜୟଦେବ ବିହାରର ହାଉସ ନଂ ୮୩୦ । ରାସ୍ତା ଉଚ୍ଚା ଥିବାରୁ ଘରେ ପଶୁଥିଲା ପାଣି । ଏବେ ରାସ୍ତା ଉପରୁ ୧ ଫୁଟ ଉପରକୁ ଉଠିଲାଣି ଘର ।

Leave a Reply

   Related Posts