ଜୁନ୍ ମାସରେ ତାପମାତ୍ରା ୪୧ଡ଼ଗ୍ରୀ, ଜନଜୀବନ ଅସ୍ତ ବ୍ୟସ୍ତ
18/06/2018 at 9:12 PM

ଜୁନ୍ ମାସରେ ତାପମାତ୍ରା ୪୧ଡ଼ଗ୍ରୀ। ଜନଜୀବନ ଅସ୍ତ ବ୍ୟସ୍ତ। ବାଲଶ୍ୱର ଜିଲ୍ଲାରେ ଉତାପ ଦିନକୁ ଦିନ ବଡ଼ବାରେ ଲାଗିଛି। ଉତ୍ତାପ ସାଙ୍ଗକୁ ବିଜୁଳି କାଟ ଲୋକଙ୍କୁ ଅସ୍ତ ବ୍ୟସ୍ତ କରିପକାଇଛି। ଜନ୍ ମାସରେ ତାପମାତ୍ରା ଏପ୍ରକାର ବଡ଼ବା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଖରାରେ ସିଝି ଗଲେଣି ବାଲେଶ୍ୱର ବାସୀ।
Related Posts
ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
27 January 2021
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021