Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଜୁନ୍ ମାସରେ ତାପମାତ୍ରା ୪୧ଡ଼ଗ୍ରୀ, ଜନଜୀବନ ଅସ୍ତ ବ୍ୟସ୍ତ

18/06/2018 at 9:12 PM

ଜୁନ୍ ମାସରେ ତାପମାତ୍ରା ୪୧ଡ଼ଗ୍ରୀ। ଜନଜୀବନ ଅସ୍ତ ବ୍ୟସ୍ତ। ବାଲଶ୍ୱର ଜିଲ୍ଲାରେ ଉତାପ ଦିନକୁ ଦିନ ବଡ଼ବାରେ ଲାଗିଛି। ଉତ୍ତାପ ସାଙ୍ଗକୁ ବିଜୁଳି କାଟ ଲୋକଙ୍କୁ ଅସ୍ତ ବ୍ୟସ୍ତ କରିପକାଇଛି। ଜନ୍ ମାସରେ ତାପମାତ୍ରା ଏପ୍ରକାର ବଡ଼ବା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଖରାରେ ସିଝି ଗଲେଣି ବାଲେଶ୍ୱର ବାସୀ।

   Related Posts