Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଜୁନିୟର ବିଶ୍ୱ ପେନକାକ୍ ସିଲଟ ଚମ୍ପିଆନସିପ୍‌ରେ ଜସ୍ମିନ୍ ଆଣିଲେ କାଂସ୍ୟ ପଦକ

28/05/2018 at 10:23 PM

ବର୍ତ୍ତମାନ ବ୍ୟାସନଗର ଭଳି ଛୋଟ ସହରର ଝିଅ ଜସମିନ ଗ୍ରେଓ୍ୟାଲ ଭାରତ ପାଇଁ କାଂସ୍ୟ ପଦକ ଆଣିଥିବା ଖୁସିରେ ବ୍ୟାସନଗର ସହର ରେ ଖୁସିର ଲହରି ଖେଳିଯାଇଛି । ଆଜିର ସମାଜରେ ଝିଅମାନେ ସବୁ କ୍ଷେତ୍ରରେ ବର୍ତ୍ତମାନ ନିଜର ପାରଦର୍ଶିତା ଦେଖାଇ ଚାଲିଛନ୍ତି । ଜାସ୍ମୀନ୍ ପାରଦର୍ଶୀତା ଖାଲି ଯାଜପୁର ଜିଲ୍ଲାପାଇଁ ନୁହେଁ ସାରା ରାଜ୍ୟ ତଥା ଭାରତବର୍ଷକୁ ଗର୍ବିତ କରାଇଛି । ସେ ନିଜର ଦୃଢ ମନୋବଳ ଓ ଅଧ୍ୟବସାୟ ବଳରେ ଆଜି ସାରା ରାଜ୍ୟ ତଥା ଦେଶକୁ ଗୈରବାନ୍ବୈତ କରିଛନ୍ତି । ବ୍ୟାସନଗର ଭଳି ଛୋଟ ସହରରୁ ନିଜର ତାଲିମ ଆରମ୍ଭ କରି ସେ ବିଶ୍ବ ପେନାକ ସିଲଟ ଚମ୍ପିଆନସିପରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ସହ କିପରି ଏହି କଳା ଶିଖିବାଦ୍ବାରା ନିଜକୁ ସୁରକ୍ଷା କରିବା ସହ ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିହେବ ସେଥିପାଇଁ ବ୍ୟାସନଗର ଡାଇନାମିକ କରାଟେ ପ୍ରଶିକ୍ଷଣ ସଂସ୍ଥା ତରଫରୁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା ।

Leave a Reply

   Related Posts