Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଜିଲ୍ଲାପଳଙ୍କ ନିର୍ଦ୍ଦେଶ ସତ୍ବେ ଭକ୍ତ, ଶ୍ରଦ୍ଧାଳୁଙ୍କ ଠାରୁ ଆଦାୟ ହେଲା ଟୋଲ୍ ଫି

24/07/2018 at 3:01 PM

ରାଜ୍ୟର ସବୁଠାରୁ ବଡ଼ ପର୍ବ ରଥା ଯାତ୍ରାକୁ ଦେଖି ପୁରୀ ନିକଟର ସମସ୍ତ ଟୋଲ୍ ଗେଟରେ ଫି ଛାଡ଼ ଲାଗି ରାଜ୍ୟର ପୂର୍ତ୍ତ ବିଭାଗ ଓ ପୁରୀ ଜିଲ୍ଲାପାଳ ଟୋଲ୍ ଗେଟ ପରିଚାଳକଙ୍କୁ ଜଣାଇଥାନ୍ତି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ପୂର୍ତ୍ତ୍ ବିଭାଗ ଚଳିତ ବର୍ଷ ପିପିଲି ଟୋଲ୍ ଗେଟକୁ ଏଥିରୁ ବାଦ୍ ଦେଇଛି । ଆଉ ପୁରୀ ଜିଲ୍ଲାପାଳ ବି ଖାଲି ଚିଠି ଲେଖି ନିୟମ କାନୁନର କଥା କହି ଚୁପ୍ ବସିଗଲେ । ଆଉ ହନ୍ତସନ୍ତ ହେଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସେପଟେ ବେଧଡ଼କ ଭାବେ ଏହି ଦିନମାନଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଟୋଲ୍ ଫି ଆଦାୟ କଲା ଶାହାକାର ଗ୍ଲୋବାଲ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ । ଟୋଲ୍ ଗେଟର ମ୍ୟାନେଜର କହିଛନ୍ତି, ଏନଏଚଆଇ ନ କହିବା ଯାଏଁ ଆମେ ଫି ଛାଡ଼ି ପାରିବୁ ନାହିଁ

   Related Posts