Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଜିନ୍ଦଲ କମ୍ପାନୀକୁ ନେଇ ବିବାଦ

30/05/2018 at 10:55 PM

ପୁଣିଥରେ ପାରାଦୀପ ବନ୍ଦରରେ ଜିନ୍ଦଲ କମ୍ପାନୀକୁ ନେଇ ବିବାଦ ଦେଖାଦେଇଛି। ଜିନ୍ଦଲ କମ୍ପାନୀର ପାରାଦୀପ ବନ୍ଦର ମଧ୍ୟକୁ ଆସୁଥିବା ମାଲ ଗୁଡିକ ପି.ଆଇ.ସି.ଟି. କମ୍ପାନୀ ଜରିଆରେ ଆମଦାନୀ ରତ୍ପାନୀ ହେଉଥିବାରୁ ଏହି କାମରୁ ବଞ୍ଚି ତ ହେଉଥିବା ଜିପିଏମ୍ ଶ୍ରମିକ ମାନେ ଏହାକୁ ଦୃଢ ବିରୋଧ କରିଛନ୍ତି। ଏନେଇ ଶ୍ରମିକ ମାନେ କମ୍ପାନୀକୁ ଦାବିପତ୍ର ଦେବାସହ କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

   Related Posts