ଜିନ୍ଦଲ କମ୍ପାନୀକୁ ନେଇ ବିବାଦ
30/05/2018 at 10:55 PM

ପୁଣିଥରେ ପାରାଦୀପ ବନ୍ଦରରେ ଜିନ୍ଦଲ କମ୍ପାନୀକୁ ନେଇ ବିବାଦ ଦେଖାଦେଇଛି। ଜିନ୍ଦଲ କମ୍ପାନୀର ପାରାଦୀପ ବନ୍ଦର ମଧ୍ୟକୁ ଆସୁଥିବା ମାଲ ଗୁଡିକ ପି.ଆଇ.ସି.ଟି. କମ୍ପାନୀ ଜରିଆରେ ଆମଦାନୀ ରତ୍ପାନୀ ହେଉଥିବାରୁ ଏହି କାମରୁ ବଞ୍ଚି ତ ହେଉଥିବା ଜିପିଏମ୍ ଶ୍ରମିକ ମାନେ ଏହାକୁ ଦୃଢ ବିରୋଧ କରିଛନ୍ତି। ଏନେଇ ଶ୍ରମିକ ମାନେ କମ୍ପାନୀକୁ ଦାବିପତ୍ର ଦେବାସହ କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Related Posts
ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
12 April 2021