କଅଁଳିଆ ଘାସ ଖାଇବା ଲୋଭରେ ଜଙ୍ଗଲ ଛାଡ଼ି ଚାଲି ଆସିଲେ । କିନ୍ତୁ କଅଁଳିଆ ମାଂସ ଲୋଭରେ ଝୁଣି ଦେଲେ କୁକୁର – ମଣିଷ । ସେମାନଙ୍କ ମାଂସ ସିନା କେହି ଖାଇ ପାରିଲେନି, କିନ୍ତୁ ସେମାନଙ୍କ ଜୀବନ ନେଇଗଲେ । ୪ଟି ହରିଣରୁ ୨ଟିକୁ ଦୌଡ଼ାଇ ଦୌଡ଼ାଇ, କୁକୁର ଲଗାଇ, ମାରଣାସ୍ତ୍ରରେ ଆକ୍ରମଣ କରି ଲୋକେ ମାରିଦେଲେ । ଗୋଟେ ଖସି ପଳାଇଲା, ଆରଟିକୁ ବନ ବିଭାଗ, ଦୌଡ଼ାଇ ଦୌଡ଼ାଇ ନୟାନ୍ତ କରି ଧରିଲା । କିନ୍ତୁ ସେ ବି ମରିଗଲା ।

LEAVE A REPLY

Please enter your comment!
Please enter your name here