Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଗତସିଂହପୁର ଜିଲ୍ଲାରେ ଜଣେ ୮ ବର୍ଷ ନାବାଳିକାକୁ ଅସଦାଚରଣ ଅଭିଯୋଗ

29/05/2018 at 11:12 PM

ଜଗତସିଂହପୁର ଜିଲ୍ଲାରେ ନାବାଳିକାକୁ ଅସଦାଚରଣ ଅଭିଯୋଗ। ଜଗତସିଂହପୁର ଜିଲ୍ଲା ଢିହସାହି ଅଞ୍ଚଳରେ ଜଣେ ୮ ବର୍ଷ ନାବାଳିକାକୁ ଅସଦାଚରଣ ଅଭିଯୋଗ । ଘରୁ ଡାକିନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଜଗତସିଂହପୁର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଅଭିଯୋଗ ଆଧାରରେ ଅଭିଯୁକ୍ତ ଗୁରୁଜା ଚାଟାର୍ଜୀକୁ ପୋଲିସ ଗିରଫ କରିଛି ।

Leave a Reply

   Related Posts