Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ପ୍ରଭାତ ବିଶ୍ୱାଳଙ୍କୁ ହୋଇକୋର୍ଟରୁ ନିୟମିତ ଜାମିନ୍

26/06/2018 at 10:44 PM

ଚିଟ୍ ଫଣ୍ଡ ମାମଲାରେ ଚୌଦ୍ୱାର। କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହୋଇକୋର୍ଟ ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି। ସିସୋର୍ ଚିଟ୍ ଫଣ୍ଡ ଠକେଇ ମାମଲାରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ୨୦୧୭ ମସିହା ସେପ୍ଟେମ୍ବର ୧୯ ତାରିଖରେ ଗିରଫ କରିଥିଲା। ଗିରଫ ପରେ ପ୍ରଭାତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡିଥିଲା। ଫଳରେ ତାଙ୍କୁ ଏସ୍ ସି ବି ମେଡିକାଲରେ ଆଡମିଟ୍ କରାଯାଇଥିଲା। ତେବେ ଆଜି ପ୍ରଭାତଙ୍କୁ ହାଇକୋର୍ଟ ନିୟମିତ ଜାମିନ୍ ପ୍ରଦାନ କରିବା ପରେ ଚୌଦ୍ବାର-କଟକ ବିଧାୟକ ପ୍ରଭାତରଞ୍ଜନ ବିଶ୍ବାଳଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି କିରଣ କୁମାର କାନୁନ୍‌ଗୋ।

   Related Posts