Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଚାଷୀଙ୍କ ଆତ୍ମହତ୍ୟା ଧମକ

23/05/2018 at 8:23 PM

ଚାଷୀଙ୍କ ପାଇଁ ସରକାର କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା। ହେଲେ ଯୋଜନା ତ ତିଆରି ହେଉଛି ହେଲେ ତାହା ଅପହଞ୍ଚ ହୋଇ ପଡୁଛି ଚାଷୀଙ୍କ ପାଇଁ। କେତେ ବେଳେ ବର୍ଷା ଅଭାବରୁ ଚାଷ ନଷ୍ଟ ହୋଇ କ୍ଷତି ସହୁଛି ଚାଷୀ ତ ବଉ କେତେ ବେଳେ ମରୁଡି ରୁ ହେଉଛି ଚାଷ ନଷ୍ଟ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ପଦ୍ମପୁରର ଜଣେ ଚାଷୀଙ୍କ ଖେତରେ ଉଠାଜଳସେଚନ ପାଇଁ ବସିଥିଲା ଟ୍ରାନ୍ସଫର୍ମର । ଗତ ୪ ମାସ ହେଲା ତାକୁ ଉଠାଇ ନେବା ସହ ବିଲ ମଧ୍ୟ ଦେଇନାହିଁ ବିଦ୍ବୁତ ବିଭାଗ । ଯାହା ଫଳରେ ଚାଷୀ କରିଛି ଧାନ ଛାଷ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଓ ଫଳ ଚାଷ ସବୁ ପାଣି ଅଭାବରୁ ହୋଇଛି ନଷ୍ଟ। ବାରମ୍ବାର ପ୍ରଶାସନ ଠାରୁ ବିଦ୍ବୁତ ବିଭାଗ କୁ ଦୌଡି ଦୌଡି ନୟ୍ରାନ୍ତ ହେବା ପରେ ଆତ୍ମହତ୍ୟା ପାଇଁ ଦେଇଛନ୍ତି ଚେତାବନି। ଏନେଇ ନ୍ୟୁଜସେଭେନ ପାଖରେ ଅଭିଯୋଗ କରିବା ପରେ ଆମ ପ୍ରତିନିଧି ସିଧାସଳଖ ଅତିରିକ୍ତ ଜିଲ୍ଲାପାଳଙ୍କ ସହ କଥା ହୋଇ କରିଛନ୍ତି ସମସ୍ୟାର ସମାଧାନ।

Leave a Reply

   Related Posts