Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଚାଷୀଙ୍କୁ ଠକୁଛି ଉଠା ଜଳସେଚନ ବିଭାଗ

4/07/2018 at 9:52 PM

ବଲାଙ୍ଗୀର ଜିଲ୍ଲା ରେ ମରୁଡି ର ଶିକାର ହୋଇଥାଏ ଚାଷୀ। ବର୍ଷା ଅଭାବ ହେଉ କି ଚକଡା ପୋକ ହେଉ ବିଭିନ୍ନ ଅସୁବିଧା ପାଇଁ ଧାନ ନଷ୍ଟ ହୋଇ ମରୁଡି ଶିକାର ହୋଇ ହତାସ ହୋଇଥାଏ ଚାଷୀ। ତେବେ ଚଳିତ ବର୍ଷ ଆବଶ୍ୟକ ଠାରୁ କମ ବର୍ଷା ହୋଇଥିବାରୁ ଏବେଠୁ ଚିନ୍ତାରେ ଚାଷୀ। ଉଠା ଜଳ ସେଚନ ଯୋଜନା ଦ୍ବାରା ସରକାର ଯୋଗାଉଥିବା ଗଭିର ନଳକୂପ ପାଇଁ ଆବେଦନ କରି ୨୦ ହଜାର ଟଙ୍କା ଡିପୋଜିଟ ମଧ୍ୟ କରିଛନ୍ତି। ହେଲେ ଦିର୍ଘ ୬ ମାସ ବିତିଯାଇଥିଲେ ହେଁ ଆଜି ଯାଏଁ ମିଳିପାରି ନାହିଁ ଗଭିର ନଳକୂପ। ଏ ଅଫିସ ରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେବା ପରେ ହୋଇଛନ୍ତି ଜିଲ୍ଳାପାଳଙ୍କ ଦ୍ବାରସ୍ତ।

   Related Posts