ଚାକିରି ଦେବା ନାଁ ରେ ଶିକ୍ଷିତ ଗରିବ ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା କରଣ ସିଂ ଗିରଫ
28/06/2018 at 11:07 PM

ଚାକିରି ଦେବା ନାଁ ରେ ଶିକ୍ଷିତ ଗରିବ ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇ ଫେରାର ଥିବା ଏକ କୁଖ୍ୟାତ ଠକ କରଣ ସିଂ ଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ। କଟକ ସହରରେ ଏସଏସପି ନାମରେ ଏକ ପ୍ଲେସମେଣ୍ଟ ସଂସ୍ଥା କରି କରଣ ଲୁଟୁ ଥିଲା ଟଙ୍କା। ତେବେ ଶ୍ରୀ ୪୨୦ ପାଲଟିଥିବା କରଣର ପୂରା କାରନାମାର ପର୍ଦ୍ଦାଫାଶ କରିଥିଲା ନ୍ୟୁଜ ସେଭେନ। ତେବେ ଏହି ଘଟଣାରେ ଫେରାର ଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିସିପି।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021