Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ନିଜକୁ ଗୁଳି କରି ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା !
  • ||
  • ଖଲ୍ଲିକୋଟ : ଧାନ କିଣା ଯାଉନଥିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ
  • ||
  • ପୁର : ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ
  • ||
  • ଆଜିଠୁ ପୁରୀରେ ‘ମୋ ଧାମ ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ଚାଲିବ ବଡଦାଣ୍ଡ ସେବା
  • ||
  • ଧର୍ମଗଡ଼ : ବିବାହିତ ମହିଳାଙ୍କୁ ମାରି ପୋଡିଦେଲେ ! ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
  • ||
  • ଜଳେଶ୍ୱର : ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି
  • ||
  • ଶେରଗଡ : ଭୟାବହ ଅଗ୍ନିକାଣ୍ଡ, ୯୦ ଛେଳି ଜୀଅନ୍ତା ଜଳିଗଲେ
  • ||

ଚକଲେଟ ଦେଖାଇ ଭିନ୍ନକ୍ଷମ ଜଣେ ୬୦ବର୍ଷିୟ ବୃଦ୍ଧ ନାବାଳିକାକୁ ଯୌନ ଶୋଷଣ କରିଛି ।

12/06/2018 at 12:00 AM

ଚକଲେଟ ଦେଖାଇ ଭିନ୍ନକ୍ଷମ ଜଣେ ୬୦ବର୍ଷିୟ ବୃଦ୍ଧ ନାବାଳିକାକୁ ଯୌନ ଶୋଷଣ କରିଛି । ଭୁବନେଶ୍ୱର ମଞ୍ଚେଶ୍ୱରର ଏକ ବସ୍ତିରେ ଜଣେ ୬୦ ବର୍ଷିୟ ବୃଦ୍ଧକୁ ଗିରଫ କରିଛି ପୋଲିସ ।

Leave a Reply

   Related Posts