Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

ଘରେ ସୁଖ ଶାନ୍ତି ରଖିବ ଏହି ଛୋଟ ଗଛ, ଜାଣନ୍ତୁ ୪ଟି ବିଶେଷ କଥା

5/04/2021 at 4:04 PM

ଭୁବନେଶ୍ୱର ୦୫/୦୩: ସମୟ ସହିତ ଜୀବନଶୈଳୀ ମଧ୍ୟ ବଦଳୁଛି । ଅନେକ ଲୋକ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଘରେ ଗଛ ଲଗାଇବାକୁ ପାଇଁ ଭଲ ପାଇଥାନ୍ତି । ଆଜିକାଲି ବୋନସାଇ ଗଛ ଖୁବ୍ ଟ୍ରେଣ୍ଡିଙ୍ଗ ଚାଲିଛି । ଲୋକମାନେ ଏହି ଛୋଟ ଗଛକୁ ନିଜ ଘରେ ରଖିବାକୁ ପସନ୍ଦ କରୁଛନ୍ତି ।  କେହି କେହି ଏହାକୁ ସୁନ୍ଦରତା ପାଇଁ ରଖୁଥିବାବେଳେ ଆଉ କେହି ପ୍ରକୃତି ପ୍ରେମୀ ହେତୁ ରଖୁଛନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ ଏହି ଗଛକୁ ରଖିବା ଶୁଭ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ…

The Bonsai Tree Meaning, History & Benefits - Karma and Luck

୧. କୁହାଯାଏ ଯେ ଯଦି ଆପଣଙ୍କୁ ବହୁତ କ୍ରୋଧ ଆସିଥାଏ କିମ୍ବା ଆପଣ ହତାଶ ହୋଇପଡନ୍ତି, ତେବେ ଏହା ଆପଣଙ୍କୁ ବହୁତ ଶାନ୍ତି ଦେଇଥାଏ । ଏହାକୁ ଘରେ ରଖିବା ଦ୍ୱାରା ଆପଣଙ୍କ ମନକୁ ଶାନ୍ତ ରଖିଥାଏ ।

୨. ବୋନସାଇ ଗଛଗୁଡିକ ଘରର ବାୟୁକୁ ଶୁଦ୍ଧ କରିଥାଏ । ଏହା ଘରର ବାୟୁରେ ଥିବା ବିଷାକ୍ତ ପଦାର୍ଥକୁ ବାହର କରିଥାଏ ।

୩. ଏହି ଗଛକୁ ଘରେ ରଖିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିଥାଏ ।  କେବଳ ଏତିକି ନୁହେଁ, ଏହା ଆପଣଙ୍କ ଭିତରେ ସକାରାତ୍ମକତା ବଢାଇଥାଏ ।

୪. ଅନେକ ଥର ଲୋକମାନେ ବ୍ୟସ୍ତ ହୋଇ କିଛି କାମ କରିଥିବା କିମ୍ବା ନିଷ୍ପତ୍ତି ନେଇଥିବା ପାଇଁ ଅନୁତାପ କରନ୍ତି । ଏଥିପାଇଁ ବୋନସାଇ ଗଛ ଆପଣଙ୍କୁ ସାହାଯ୍ୟ କରିଥାଏ । ଏହା ଆପଣଙ୍କୁ ଧୈର୍ଯ୍ୟବାନ କରିବା ସହିତ, ଚାପମୁକ୍ତ ରଖିଥାଏ ।

   Related Posts