Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଗ୍ୟାଙ୍ଗଷ୍ଟର ଟିଟୋର ଜୀବନ ସୈଳିକୁ ନେଇ ଖୋଲୁଛି ଗୁମର

19/07/2018 at 11:34 AM

କେନ୍ଦ୍ରାପଡା ଗ୍ୟାଙ୍ଗଷ୍ଟର ଟିଟୋର ଖୋଲୁଛି ଗୋଟେ ପରେ ଗୋଟେ ଗୁମର | ଯାବତୀୟ ବେଆଇନେ କାର୍ନାମା | ପେଟ୍ରୋଲ ପୁଂପ ଲିଜ ଅନିୟମିତତା ପରେ | ଏବେ ଟିଟୋର ହାଇ ପ୍ରୋଫାଇଲ ଜୀବନ ସୈଳିର ସୁରାଖ ମିଳିଛି| ବେଶ ଅଏସ କରୁଥିଲା ଟିଟୋ ପିନ୍ଧୁଥିଲା ଦାମି ଘଡ଼ି। ଟିଟୋ ପିନ୍ଧୁଥିବା ଏକ ଦାମି ଘଣ୍ଟା ଜବତ କରିଛି କ୍ରାଇମ ବ୍ରାଞ୍ଚ। ଜବତ ଘଣ୍ଟାର ଦାମ ୬ ଲକ୍ଷ ଟଙ୍କା ହବ । ସେପଟେ ଟିଟୋକୁ ଜମି ବିକ୍ରୀ କରିଥିବା ବନ୍ଦନା ରାୟଙ୍କୁ ସମନ ପଠାଇଛି କ୍ରାଇମ ବ୍ରାଞ୍ଚ ଏସ ଟି ଏଫ । କେଉଁ ପରିସ୍ଥିତିରେ ଆଉ କେତେ ଦାମରେ ଜମି ବିକା ହୋଇଥିଲା ସେ ନେଇ ଛାନ ବିନ ହବ ।

   Related Posts