Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନରେ ଭାରତକୁ ୮ଟି ସ୍ବର୍ଣ୍ଣ।

15/04/2018 at 1:50 AM

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନରେ ଭାରତ ପାଇଁ ହୋଇଛି ସୁନା ବର୍ଷା। ଆଜି ଭାରତୀୟ କ୍ରୀଡାବିତ୍ ବକ୍ସିଂ, ରେସଲିଂ,ସୁଟିଂ,ଜାଭେଲିନ ଥ୍ରୋ ଏବଂ ଟିଟି ଇଭେଣ୍ଟରେ ଭାରତ ପାଇଁ ଜିତିଛନ୍ତି ୮ଟି ସ୍ବର୍ଣ୍ଣ। ଏଯାଏ ବିଭିନ୍ନ ଇଭେଣ୍ଟରେ ଭାରତୀୟ କ୍ରୀଡାବିତ୍ ୨୫ଟି ସ୍ବର୍ଣ୍ଣ,୧୬ଟି ରୌପ୍ୟ,୧୮ଟି ବ୍ରୋଞ୍ଜ ପଦକ ସହ ମୋଟ ୫୯ଟି ପଦକ ହାତେଇ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଛି।

Leave a Reply

   Related Posts