ଗାନ୍ଧି ଜୟନ୍ତିରୁ ଓଡିଶାରେ ବ୍ୟାନ ହେବ ପ୍ଲାଷ୍ଟିକ ଓ ପଲିଥିନ
11/07/2018 at 12:26 AM

ଗାନ୍ଧି ଜୟନ୍ତିରୁ ଓଡିଶାରେ ବ୍ୟାନ ହେବ ପ୍ଲାଷ୍ଟିକ ଓ ପଲିଥିନ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ନବୀନ । ପ୍ରଥମେ ଅକ୍ଟୋବର ୨ରେ ସବୁ ମୁନିସପାଲିଟ ଓ ପୁରୀ ସହରରେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟାନ ହେବ । ପରେ ୨ ବର୍ଯ ଭିତରେ ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ପଲିଥିନ ଓ ପ୍ଲାଷ୍ଟିକଂ ବ୍ୟାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଲାଗୁ କରାଇବେ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ । ପରିବେଶ ବିଭାଗ ଆିନ ଉଲ୍ଲଘନକାରୀଙ୍କ ଉପରେ କଡା ନଜର ରଖିବ ବୋଲି ନିସ୍ପତି ନିଆଯାଇଛି ।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021