ଗରମରେ ବ୍ରହ୍ମପୁର ସହରବାସୀ ଆଉଟ ପାଉଟ
19/06/2018 at 9:21 PM

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଖରାରେ ଜନ ଜୀବନ ଅସ୍ତବ୍ୟସ୍ତ। ଗରମରେ ବ୍ରହ୍ମପୁର ସହରବାସୀ ଆଉଟ ପାଉଟ। ସକାଳ ୭ଟା ଟପିଲା ପରେ ଘରୁ ବାହାରିବା ମୁସ୍କିଲ। ଲେମ୍ୱୁ ସରବତ, ଆଖୁ ରସ, ଲସି ଦୋକାନରେ ଭିଡ଼। ବର୍ଷା ଦିନରେ ମୁଣ୍ଡ ଫଟା ଖରା।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021