Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଡିଏଭି ପ୍ୟାରେଣ୍ଟସ୍ ଆସୋସିଏସନ୍

1/05/2018 at 11:11 PM

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଡିଏଭି ପ୍ୟାରେଣ୍ଟସ୍ ଆସୋସିଏସନ୍ । ବିଭିନ୍ନ ସମସ୍ୟା ନେଇ ଆଲୋଚନା । ବେସରକାରୀ ସ୍କୁଲ ଗୁଡ଼ିକ ମାତ୍ରୀଧିକ ଫି ନେଉଥିବା ଏବଂ ଅନ୍ୟାନ୍ୟ ବିଷୟ ନେଇ ସଙ୍ଘ ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply

   Related Posts