Sunday, February 17, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧା ଜିଲାପାଳଙ୍କ ଅଫିସ ଆଗରେ ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି

ଖୋର୍ଦ୍ଧା ଜିଲାବାଳଙ୍କ ଅଫିସ ଆଗରେ ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି। ବିଭିନ୍ନ ଦାବି ନେଇ ଟାଙ୍ଗୀ ଜନଜାଗରଣ ମହାମେଣ୍ଟର-ପୋଲିସ ଧସ୍ତାଧସ୍ତି। ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି। ଏଥିରେ ଦୁଇଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି।

247 Views

   ସମ୍ବନ୍ଧିତ ଖବର