ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ଖେଳ ହେଲା କାଳ, ଫ୍ୟାନ୍‌ ରୁ କରେଣ୍ଟ ଖାଇ ଦୁଇ ନାବାଳିକାଙ୍କ ମୃତ୍ୟୁ

13/06/2018 at 10:20 PM

ଖେଳ ହେଲା କାଳ। ଖେଳୁ ଖେଳୁ ପ୍ୟାନ ରୁ କରେଣ୍ଟ ଖାଇ ଦୁଇ ନାବାଳିକାଙ୍କ ମୃତ୍ୟୁ। ଏଭଳି ଘଟଣା ଘଟିଛି ବାରିପଦା ସଦର ଥାନା ଅଧିନସ୍ଥ ଶଙ୍ଖାଭଙ୍ଗା ପଞ୍ଚାୟତର ଚଢେଇକଳା ଗ୍ରମାରେ। ମୃତକଦ୍ୱୟ ହଲେ ସେହି ଗ୍ରାମର ରାମେଶ୍ୱର ସୋରେନଙ୍କ ଝିଅ 5ବର୍ଷର ସିଲି ସୋରେନ ଏବଂ ବିଶ୍ୱନାଥ ସୋରେନଙ୍କ 6ବର୍ଷର ରାଜଲକ୍ଷ୍ମୀ ସୋରେନ। ଉଭୟ ଆଜି ଦିନ ପ୍ରାୟ 2ଟା ସମୟରେ ଘରେ ଖେଳୁଥିବା ବଳେ ଘରେ ବୁଲୁଥିବା ଷ୍ଟାଣ୍ଡ ଫ୍ୟାନଟି ତାଙ୍କ ଉପରେ ପଡିଯାଇଥିଲା। ଫ୍ୟାନରୁ କରେଣ୍ଟ ଲାଗି ଦୁଇ ଜଣ ଯାକ ଗୁରୁତର ହୋଇ ପଡିଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ କଲେଜକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାରିପଦା ସଦର ଥାନା ପକ୍ଷରୁ ଅପମୃତ୍ୟୂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଶବକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

   Related Posts