Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||
  • ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
  • ||
  • ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ
  • ||
  • ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ
  • ||
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ||
  • ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ
  • ||

ଖୁବ ଶୀଘ୍ର କଂଗ୍ରେସରେ ହେବ ସାଂଗଠନିକ ନବକଳେବର

2/05/2018 at 11:43 PM

ଖୁବ ଶୀଘ୍ର କଂଗ୍ରେସରେ ହେବ ସାଂଗଠନିକ ନବକଳେବର । ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସଙ୍ଗଠନରେ ହେବ ପରିବର୍ତ୍ତନ । କାମିକା ଲୋକଙ୍କୁ ନେଇ ଏକ ଛୋଟ ଟିମ ଗଠନ ହେବ । ତିନି କାର୍ଯ୍ୟକାରୀ ସଭାପତି, ଜିଲ୍ଲାର ସମୀକ୍ଷ ରିର୍ପୋଟ ଦେବା ପରେ ଏହି ମେ ୩୦ ସୁଦ୍ଧା ସାଂଗଠନିକ ପରିବର୍ତ୍ତନ ହେବ । କିନ୍ତୁ ବରିଷ୍ଠ ନେତାଙ୍କ କହିବା କଥା, ରହୁଲ ଗାନ୍ଧି ଗଠନ କରିଥିବା ଟିମର ବୈଠକ ବସିବା ପରେ ଏହି ଟିମ୍ ଗଠନ ହେବା ଦରକାର ଏବଂ ରାହୁଲ ଚାହୁଁଥିବା କାର୍ଯ୍ୟ ହେବା ଦରକାର ।

Leave a Reply

   Related Posts