ଖୁବ ଶିଘ୍ର ଆସୁଛି ନୁଆ ୧୦୦ ଟଙ୍କିଆ ନୋଟ
19/07/2018 at 12:25 PM

ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶିଘ୍ର ମାହାତ୍ମା ଗାନ୍ଧୀ ସିରଜର ନୁଆ ୧୦୦ ଟଙ୍କିଆ ନୋଟ ବଜାରକୁ ଛାଡ଼ିବ ବୋଲି ଜଣା ଯାଇଛି । ଏହି ନୋଟର ରଙ୍ଗ ବାଇଗଣୀ ବା ଲାଭେନଡାର ରହିବ | ନୁଆ ୧୦୦ ଟଙ୍କିଆ ନୋଟ ବରତ୍ମାନ ବଜାରେ ପ୍ରଚଳିତ ୧୦୦ ଟଙ୍କିଆ ନୋଟ ଠାରୁ ଆକାରରେ ଛୋଟ