Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡିଗଲା ହରିଣ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

19/04/2021 at 2:44 PM

ଆଠଗଡ଼ ୧୯।୦୪: ପରିତ୍ୟକ୍ତ କୂଅରୁ ବିରଳ ଚିତ୍ରା ହରିଣ ଉଦ୍ଧାର । ଗ୍ରାମବାସୀ ଓ ବନ ବିଭାଗର ମିଳିତ ଉଦ୍ୟମରେ ହରିଣକୁ ଉଦ୍ଧାର କରାଯାଇଛି । ଆଠଗଡ଼ ବନଖଣ୍ଡ ଖୁଣୁଣ୍ଟି ଓରନ୍ଦା ଗାଁରୁ ଉଦ୍ଧାର ହୋଇଛି ହରିଣ ।

ଖବର ଅନୁଯାୟୀ, ଖାଦ୍ୟ ଓ ପାନୀୟ ଜଳ ଅନ୍ୱେଷଣରେ ଆସି ହରିଣଟି କୂଅରେ ପଡିଯାଇଥିବା ସୂଚନା ରହିଛି । ଏନେଇ ସ୍ଥାନୀୟଲୋକ ବନବିଭାଗକୁ ଖବର ଦେଇଥିଲା । ଏହାପରେ ବନବିଭାଗ ଓ ସ୍ଥାନୀୟଲୋକଙ୍କ ଉଦ୍ୟମରେ ହରିଣକୁ କୂଅରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସନିଆ ମୁହିଁ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି ।

   Related Posts