Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଖଣ୍ଡଗିରି ନାଗା ବାବାଙ୍କୁ ମିଳିଲା ପୋଲିସର ସୁରକ୍ଷା

16/06/2018 at 11:41 PM

ଖଣ୍ଡଗିରି ନାଗା ବାବାଙ୍କୁ ମିଳିଲା ପୋଲିସର ସୁରକ୍ଷା। ବାବାଙ୍କୁ ଏବେ ଦିନ ରାତି ସୁରକ୍ଷା ଦେବେ ପୋଲିସ। ଦୁଇ ଦିନ ତଳେ ଅନୈତିକ କାର୍ଯ୍ୟକୁ ବିରୋଧ କରିବାରୁ କିନ୍ନରମାନେ ନାଗା ବାବାଙ୍କୁ ଆକ୍ରମଣ କରିଥିଲେ। ନାଗା ବାବାଙ୍କୁ ଦେଖିବା ପାଇଁ ବାହାର ରାଜ୍ୟରୁ ସାଧୁ ସନ୍ଥମାନେ ଆଶ୍ରମରେ ଭିଡ଼ ଜମାଇଛନ୍ତି।

   Related Posts