ଖଣ୍ଡଗିରି ନାଗା ବାବାଙ୍କୁ ମିଳିଲା ପୋଲିସର ସୁରକ୍ଷା
16/06/2018 at 11:41 PM

ଖଣ୍ଡଗିରି ନାଗା ବାବାଙ୍କୁ ମିଳିଲା ପୋଲିସର ସୁରକ୍ଷା। ବାବାଙ୍କୁ ଏବେ ଦିନ ରାତି ସୁରକ୍ଷା ଦେବେ ପୋଲିସ। ଦୁଇ ଦିନ ତଳେ ଅନୈତିକ କାର୍ଯ୍ୟକୁ ବିରୋଧ କରିବାରୁ କିନ୍ନରମାନେ ନାଗା ବାବାଙ୍କୁ ଆକ୍ରମଣ କରିଥିଲେ। ନାଗା ବାବାଙ୍କୁ ଦେଖିବା ପାଇଁ ବାହାର ରାଜ୍ୟରୁ ସାଧୁ ସନ୍ଥମାନେ ଆଶ୍ରମରେ ଭିଡ଼ ଜମାଇଛନ୍ତି।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021