Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋଗୀଙ୍କ ମୁଣ୍ଡରେ କ୍ରିକେଟ ବଲ୍ ଭଳି ବ୍ଲାକ୍ ଫଙ୍ଗସ୍, ଆଇଜିଆଇଏମଏସରେ ଅପରେସନ କରି ବାହାର କଲେ ଡାକ୍ତର
  • ||
  • ୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ କୀର୍ତ୍ତିରାଜି, କୋଭିଡ଼ କଟକଣା ମାନିବାକୁ ASI ପକ୍ଷରୁ ନିର୍ଦ୍ଦେଶନାମା
  • ||
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ଖଟରେ ଚାଲିଛି ଯବାନଙ୍କ ଜୀବନ ଯୁଦ୍ଧ

20/06/2018 at 10:11 PM

ଦେଶ ପାଇଁ ଜୀବନଛଡା ଯୁଦ୍ଧ କରିଥିଲେ। ୧୯୬୫ ଓ ୧୯୭୧ ମସିହାରୁ ଭାରତ-ପାକିସ୍ତାତ ଯୁଦ୍ଧରେ ଘମାଘୋଟ ଲଢ଼ାଇ କରିଥିଲେ। ଏଲଏମଜି ବନ୍ଧୁକଟିଏ ହାତରେ ଧରି ଶତୃପକ୍ଷକୁ ନାକେଦମ୍ କରିପକାଇଥିଲେ । ସେଦିନର ଶତୃପକ୍ଷର ବୋମା ମାଡର କ୍ଷତ ଚିହ୍ନ ଆଜି ବି ଶରୀରରେ ପ୍ରମାଣ ଭଳି ରହିଛି। ଏଭଳି ଏକ ବୀର ଯବାନଙ୍କ ସ୍ବର କିନ୍ତୁ ଆଜୀ କ୍ଷୀଣ ହେବାକୁ ଯାଉଛି। ବୟସର ଅପରାହ୍ନରେ ଖଟରେ ପଡି ରହି କରୁଛନ୍ତି ଜୀବନ ଯୁଦ୍ଧ। ନା ସେନା ପକ୍ଷରୁ ନା ଜିଲ୍ଳା ପ୍ରଶାସନ ପକ୍ଷରୁ ଦେଶ ପାଇଁ ଲଢ଼ିଥିବା ଏଭଳି ଜଣେ ଯବାନଙ୍କ ପାଇଁ ଟିକିଏବି ଦରଦ ଯେ ଭଳି ନାହିଁ। ଆମେ କହୁଛି ଭାରତୀୟ ସ୍ଥଳ ସେନାର ୧୪ ବିହାର ରେଜିମେଣ୍ଟର ଯବାନ ସାମୁଏଲ ବାଗଙ୍କ କଥା। ୧୯୮୫ ମସିହାରେ ସେନାରୁ ଅବସର ନେବାପରେ ଦୀର୍ଘ ଦିନରୁ ବଲାଂଗୀର ପୁଇଁନ୍ତଲା ବ୍ଳକ ମଲମୁଣ୍ଡା ନିଜ ଗାଁରେ ସଂଗ୍ରାମ କରୁଥିବା ଜଣେ ଯବାନଙ୍କ କଥା ଓ ବ୍ୟଥା। ଦେଖନ୍ତୁ ନିୟୁଜ ସେଭେନର Exlclusive report

   Related Posts