Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ୟାରିୟର ନେଇ ଆଶା ଆଶଙ୍କାରେ କୁନି ଫୁଟବଲ ଖେଳାଳୀ ଚନ୍ଦନ

ଜର୍ମାନୀରେ କରିସ୍ମା ଦେଖାଇବା ସହ ବାଇଚୁଙ୍ଗ ଭୂତିଆ ଫୁଟବଲ ଏକାଡେମୀରେ ତାଲିମ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଚନ୍ଦନଙ୍କୁ ସରକାର ଦେଇଥବା ପ୍ରତିଶ୍ରୁତି କେତେଦୂର ପାଳନ କରିଛନ୍ତି ? ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଥିବା ଚନ୍ଦନ ଏବେ ଆଶା-ଆଶଙ୍କାରେ ଜୀବନ କାଟୁଛନ୍ତି । ) ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ, ପେଟପୁରା ଖାଇବାକୁ ମିଳୁନି । ପେଟ ପାଟଣା ଚିନ୍ଦାରେ ସଂଘର୍ଷ କରି ଚାଲିଛନ୍ତି ଚନ୍ଦନ । ମା’ ଏ ଘର ସେ ଘର ବୁଲି ପାଇଟି କରନ୍ତି । ସେଇଥିଲେ ଚଳେ ସଂସାର । ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇ ଦେଇ ଭୁଲି ଯାଇଛନ୍ତି ।

   Related Posts