Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟ୍‌ମର୍ଟମ ସମସ୍ୟା

23/05/2018 at 9:18 PM

କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟ୍‌ମର୍ଟମ ସମସ୍ୟା। ଦିନକୁ ଆସୁଛି ୧୦ ପୋଷ୍ଟ୍‌ମର୍ଟମ । ଡାକ୍ତର ମାତ୍ର ଜଣେ, ତା ସାଙ୍ଗକୁ କର୍ମଚାରୀ ଅଭାବ । ପୋଷ୍ଟମର୍ଟମ୍ ରିପୋର୍ଟ ଲାଗି ମାସ ମାସ ଅପେକ୍ଷା କରିବାକୁ ପଡୁଛି। ଅପମୃତ୍ୟୁ ମାମଲାରେ ତଦନ୍ତ ବିଳମ୍ୱ, ଲୋକେ ହନ୍ତସନ୍ତ।

Leave a Reply

   Related Posts