କ୍ୟାନସର୍ ରୋଗୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
5/06/2018 at 10:16 PM

ଖୋର୍ଦ୍ଧ। ଗୁରୁଜଙ୍ଗ ଟାଙ୍ଗି ସାହିର ଦିନ ମଜୁରୀଆ ରାମକୃର୍ଷ୍ଣ ସାହୁ ଙ୍କ ଧର୍ମପତ୍ନୀ ପୁଷ୍ପଲତା ବ୍ଲଡ୍ କ୍ୟାନସର ରୋଗରେ ପୀଡିତ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସରକାର କିମ୍ବା କୌଣସି ସହ -ହୃଦୟ ବ୍ୟକ୍ତି ସାହାର୍ଯୟ ର ହାତ ବଢେଇବାକୁ ପୁଷ୍ପଲତା ଙ୍କ ପରିବାର ଓ ସ୍ଥାନୀୟ ବସିନ୍ଦା ଗୁହାରି କରିଛନ୍ତି।