Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

କୋର୍ଟ ପରିସରରୁ ଖସିଗଲା ବିଚାରାଧୀନ କଏଦୀ ଝସକେତନ

18/05/2018 at 11:26 PM

ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ଫେରାର । ଅନୁଗୋଳ କୋର୍ଟରୁ ଫେରାର ହୋଇଯାଇଛି ଝସକେତନ । ଆଜି କୋର୍ଟରେ ହତ୍ୟାକାଣ୍ଡ ମାମଲାର ଶୁଣାଣୀ ଥିଲା । ଲାଟ୍ରିନ ଯିବା ବାହାନାରେ ଆଜବେଷ୍ଟ ଭାଙ୍ଗି ସେ ଫେରାର ହୋଇଯାଇଛି । ସାଙ୍ଗରେ ଏକ ମୋବାଇଲ ମଧ୍ୟ ନେଇ ଯାଇଥିବା ମଧ୍ୟ ଜଣାପଡିଛି । ୨୦୧୬ ଫେବ୍ରୁଆରୀ ୪ ତାରିଖରେ କୁସକିଲା ଗାଁର ଦୁଇ ଭାଇକୁ ହତ୍ୟା କରିଥିଲା ଝସକେତନ । ବ୍ୟବସାୟକୁ କେନ୍ଦ୍ର ଦୁଇ ଭାଇ ହିରଣାକ୍ଷ ସାହୁ ଓ ଯୋଗେଶ୍ବର ସାହୁଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା । ସେହିପରି ପୂର୍ବରୁ ମଧ୍ୟ ସେ ବ୍ୟବସାୟିକ ଶତୃତାକୁ କେନ୍ଦ୍ର କରି ମାଉସୀ କୁମୁଦ ସାହୁ ଓ ପୁତୁରା ଅବଳା ଗଡନାୟକକୁ ହତ୍ୟା କରିଥିଲା ।

Leave a Reply

   Related Posts