Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କୋଭିଡ୍ କଟକଣା ଭିତରେ ପାଳିତ ହେଲା ଶୀତଳଷଷ୍ଠୀ, ମହାବିନାୟକ ଠାରେ ଶିବ-ପାର୍ବତୀ ବିବାହ ସମ୍ପର୍ଣ୍ଣ

15/06/2021 at 10:13 PM

ଚଣ୍ଡିଖୋଲ, ୧୫।୬: ଆଜି ପବିତ୍ର ଶୀତଳଷଷ୍ଠୀ। ଭାରତୀୟ ପରମ୍ପରା ଅନୁଯାୟୀ ଜ୍ୟେଷ୍ଠ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବାଧିଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥାଏ l ଯାହାକି ଚଣ୍ଡିଖୋଲ ମହାବିନାୟକ ପୀଠରେ କୋଭିଡ୍ କଟକଣା ଅନୁଯାୟୀ ସମାପ୍ତ ହୋଇଛି।

ନା ଥିଲେ ଭକ୍ତ, ନା ଥିଲା କୋଳାହଳ l ଖାଁ ଖାଁ ପରିବେଶ ଭିତରେ ସୀମିତ ସଂଖ୍ୟକ ମନ୍ଦିର ପୁଜକଙ୍କ ଗହଣରେ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସକାଳେ ମଙ୍ଗଳ ଆଳତୀ, ନୀତିକ୍ରାନ୍ତି ସହିତ ବିବାହ କାର୍ଯ୍ୟ ପରମ୍ପରା ଅନୁଯାୟୀ ମାଙ୍ଗଳିକ କାର୍ଯ୍ୟ ସହିତ ବେଢ଼ା ପରିକ୍ରମା କରି ଠାକୁରଙ୍କ ବିବାହ ବେଦୀ କାର୍ଯ୍ୟ ହୋଇଥିଲା।

   Related Posts