କୂଅରେ ହାତୀ
13/06/2018 at 1:46 AM

କୂଅରେ ହାତୀ। ଢେଙ୍କାନାଳ ସଦର ଚନ୍ଦ୍ରଶେଖର ପ୍ରସାଦରେ କୂଅରେ ଖସିପଡିଥିବା ଏକ ଛୁଆ ହାତୀକୁ କୌଶଳର ସହିତ ଉଦ୍ଧାର କରାଯାଇଛି। ବନ ବିଭାଗର ଅବହେଳା ଓ କୂଅ ମାଲିକଙ୍କୁ କ୍ଷତିପୁରଣ ଦାବିରେ ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା। ସେପଟେ ଅନୁଗୋଳ ସାତକୋଷିଆରେ ହାତୀଛୁଆର ମୃତ୍ୟୁ ହୋଇଛି।